ଜନ୍ତୁସାଇଁ Jantusāiñ

  • ଦେ. ବି (ସଂ. ଜନ୍ତୁ+ସ୍ୱାମୀ) — ଯମ — The God of death
  • ଦେ. ବି (ସଂ. ଜନ୍ତୁ+ସ୍ୱାମୀ) — ଯେ ଧର୍ମରାଜ ଜନ୍ତୁସାଇଁ, ସେ ସଞ୍ଜିମନି ପୁରେ ଥାଇ—ଜଗନ୍ନାଥ, ଭାଗବତ।