ଜନ୍ତୁପତି Jantupati

  • ସଂ. ବି. — ଯମ — The God of death
  • ସଂ. ବି. — ଚିତ୍ରଗୁପ୍ତ; ଯମଙ୍କ ପାଞ୍ଜିଆ — The record-keeper of the God of death
  • ସଂ. ବି. — ଏ କଥା ଆଜି ଜନ୍ତୁପତି ପାଞ୍ଜିରେ ଲେଖିବେ ତଡ଼ଚି—ଭୂପତି, ପ୍ରେମପଞ୍ଚାମୃତ।