ଜନ୍ତୁକ Jatuka

  • ସଂ. ବି. (ଜତୁ+ସଂଜ୍ଞାର୍ଥେ. କ) — ହେଙ୍ଗୁ — Asafoetida
  • ସଂ. ବି. (ଜତୁ+ସଂଜ୍ଞାର୍ଥେ. କ) — ଲାକ୍ଷା — Lac
  • ସଂ. ବି. (ଜତୁ+ସଂଜ୍ଞାର୍ଥେ. କ) — କୌଣସି କୌଣସି ବ୍ଯକ୍ତିଙ୍କ ଶରୀରରେ ଜନ୍ମକାଳରୁ ଦେଖାଯିବା ଜାଇମନ୍ଦା; ଜଟୁଳ — A mole on the body; nævus