ଜନିତ୍ରୀ Janitrī

  • ସଂ. ବି. ସ୍ତ୍ରୀ (ଜନ ଧାତୁ ଣିଚ ଜନି ଧାତୁ+କର୍ତ୍ତୃ. ତୃ+ସ୍ତ୍ରୀ. ଈ) ମାତା — Mother
  • ସଂ. ବି. ସ୍ତ୍ରୀ (ଜନ ଧାତୁ ଣିଚ ଜନି ଧାତୁ+କର୍ତ୍ତୃ. ତୃ+ସ୍ତ୍ରୀ. ଈ) ଜନି (ଦେଖ) — Jani (See)