ଜନିକା Janikā

  • ସଂ. ବି. ସ୍ତ୍ରୀ. (ଜନକ+ସ୍ତ୍ରୀ. ଆ) — ମାତା — Mother
  • ସଂ. ବି. ସ୍ତ୍ରୀ. (ଜନକ+ସ୍ତ୍ରୀ. ଆ) — ସ୍ନୁକ୍ଷା; ପୁତ୍ରବଧୂ — Daughter-in-law
  • ବିଣ. ସ୍ତ୍ରୀ — ଉତ୍ପାଦିକା — Producing