ଜନି (ଧାତୁ) Jani (root)

  • ସଂ — ଜନ ଧାତୁର ଣିଜନ୍ତ
  • ସଂ — ଜନ୍ମାଇବା; ଜାତ କରିବା — To give birth to
  • ସଂ — ଉତ୍ପନ୍ନ କରିବା — To produce
  • ସଂ — ସୃଷ୍ଟି କରିବା — To create