ଜନାଶ୍ରୟ Janāṡraya
- ସଂ. ବି. ( 6 ଷ୍ଠୀ ତତ୍; ଜନ+ଆଶ୍ରୟ) — ନାରାୟଣ; ବିଷ୍ଣୁ — Bishṇu
- ସଂ. ବି. ( 6 ଷ୍ଠୀ ତତ୍; ଜନ+ଆଶ୍ରୟ) — ଲୋକାଳୟ — Human habitation
- ସଂ. ବି. ( 6 ଷ୍ଠୀ ତତ୍; ଜନ+ଆଶ୍ରୟ) — ପଥିକମାନଙ୍କ ବିଶ୍ରାମଗୃହ; ପାନ୍ଥଶାଳା; ଧର୍ମଶାଳା; — Caravanserai; a public rest-house
- ସଂ. ବି. ( 6 ଷ୍ଠୀ ତତ୍; ଜନ+ଆଶ୍ରୟ) — ଅସ୍ଥାୟୀ ଆଶ୍ରୟସ୍ଥାନ ବା ମଣ୍ଡପ; ଛାମୁଣ୍ଡିଆ — A temporary shed or awning; a pavillion erected for a special occasion
- ସଂ. ବି. ( 6 ଷ୍ଠୀ ତତ୍; ଜନ+ଆଶ୍ରୟ) — ବାସସ୍ଥାନ — Residence; dwelling place