ଜନାର୍ଦ୍ଦନ Janārddana

  • ସଂ. ବି. (ଜନ=ଅସୁର+ଅର୍ଦ୍ଦ ଧାତୁ ଣିଚ; ଅର୍ଦ୍ଦି ଧାତୁ ପୀଡ଼ନ କରିବା+ କର୍ତ୍ତୃ. ଅନ) — ଅସୁର— ନିସୂଦନ; ବିଷ୍ଣୁ, ଶ୍ରୀକୃଷ୍ଣ — Bishṅu
  • ସଂ. ବି. (ଜନ=ଅସୁର+ଅର୍ଦ୍ଦ ଧାତୁ ଣିଚ; ଅର୍ଦ୍ଦି ଧାତୁ ପୀଡ଼ନ କରିବା+ କର୍ତ୍ତୃ. ଅନ) — [ଦ୍ର—ଶାସ୍ତ୍ରରେ 'ଭୋଜନେତୁ ଜନାର୍ଦ୍ଦନଂ' ଅର୍ଥାତ୍ ଭୋଜନ କାଳରେ ଜନାର୍ଦ୍ଦନଙ୍କୁ ସ୍ମରଣ କରିବାର ଉପଦେଶ ଅଛି।]
  • ସଂ. ବି. (ଜନ=ଅସୁର+ଅର୍ଦ୍ଦ ଧାତୁ ଣିଚ; ଅର୍ଦ୍ଦି ଧାତୁ ପୀଡ଼ନ କରିବା+ କର୍ତ୍ତୃ. ଅନ) — ଶାଳଗ୍ରାମ ଶିଳାବିଶେଷ — Name of a class of Sāḻagrāma-pebble
  • ବିଣ — ଲୋକପୀଡ଼କ — Oppressive
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males
  • ଦେ. ବି. ପୁଂ — [ଦ୍ର—ଜନାର୍ଦ୍ଦନର ଡାକନାମ ଦନେଇ ବା ଦନାଇ।]