ଜନାପବାଦ Janāpabāda

  • ସଂ. ବି. (ମ. ପ. ଲୋ; ଜନ+ଅପବାଦ; ଜନମାନଙ୍କ ମଧ୍ୟରେ ପ୍ରଚାରିତ ଅପବାଦ) — ଲୋକନିନ୍ଦା; କଳଙ୍କ; ଲୋକଲଜ୍ଜା — Ill repute; evil name; public scandal