ଜନାନ୍ତିକ Janāntika

  • ସଂ. ବି. (ଜନ+ଅନ୍ତିକ= ସମୀପ) — ଅନ୍ଯ ଉପସ୍ଥିତ ଲୋକଙ୍କ ସାକ୍ଷାତରେ ଅଥଚ ଅନୁଚ୍ଚ ସ୍ୱରରେ ପରସ୍ପର କାନରେ କଥା କହିବା ବା ଅଭିପ୍ରାୟ ପ୍ରକାଶ କରିବା — A whispering aside; a speaking aside to another in the presence of others
  • ସଂ. ବି. (ଜନ+ଅନ୍ତିକ= ସମୀପ) — ଉପସ୍ଥିତ ଅନ୍ଯ ବ୍ଯକ୍ତିମାନଙ୍କ ଅବୋଧ୍ୟ ଦୁଇ ଜଣଙ୍କ ମଧ୍ୟରେ ସଙ୍କେତ ଦ୍ୱାରା ଭାବବିନିମୟ — A secret communication in the presence of others by means of signs