ଜନାନ୍ତିକେ Janāntike

  • ସଂ. କ୍ରି. ବିଣ—(ନାଟକୀୟ ଭାଷା) — (ନାଟକ ଅଭିନୟ ସମୟରେ ରଙ୍ଗମଞ୍ଚରେ) ଅନ୍ଯ ଅଭିନେତାଗଣଙ୍କ ଉପସ୍ଥିତିରେ ଅଥଚ ସେମାନେ ଯେପରି ଶୁଣି ନ ପାରିବେ ସେହିପରି (ବାକ୍ୟ ପ୍ରକାଶ କରିବା) — (a term used in dramas for the direction of the actors, Aside (on the stage)
  • ସଂ. କ୍ରି. ବିଣ—(ନାଟକୀୟ ଭାଷା) — [ଦ୍ର—ଅଭିନେତାଗଣଙ୍କୁ ରଙ୍ଗମଞ୍ଚରେ 'ଜନାନ୍ତିକ' କରିବା ପାଇଁ ନାଟକରେ ଜନାନ୍ତିକ ବାକ୍ୟମାନଙ୍କ ପୂର୍ବେ ବନ୍ଧନୀମଧ୍ୟରେ ଏହି ଶବ୍ଦ ଗ୍ରନ୍ଥକାର ଲେଖନ୍ତି।]