ଜନାନାମହଲ Janānā-mahala

  • ବୈଦେ. ବି. (ଫା. ଜନାନା+ ମହଲ୍) — ଅନ୍ତଃପୁର — Harem
  • ବୈଦେ. ବି. (ଫା. ଜନାନା+ ମହଲ୍) — ଗୃହର ଯେଉଁ ଅଂଶରେ ସ୍ତ୍ରୀଲୋକମାନେ ଚଳପ୍ରଚଳ ହୁଅନ୍ତି — The part of the house used exclusively by the women of the family