ଜନସ୍ଥାନ Jana-sthāna

  • ସଂ. ବି. — ଦଣ୍ଡକାରଣ୍ୟର ଅଂଶବିଶେଷ — Name of a part of the forest Daṇḍaka
  • ସଂ. ବି. — [ଦ୍ର—ଏହି ସ୍ଥାନରେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପ୍ରଥମେ ରାକ୍ଷସମାନଙ୍କ ସଙ୍ଗେ ଭେଟ ଓ ବିଗ୍ରହ ହୋଇଥିଲା।]