ଜନସୁମାର Jana-sumāra

  • ଦେ. ବି (ସଂ. ଜନ ଓ ଫା. ସୁମାର୍=ଗଣନା) — ଲୋକସୁମାରି; ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ରାଜ୍ୟର ଲୋକ— ସଂଖ୍ୟା ନିର୍ଦ୍ଧାରଣାର୍ଥ ଲୋକଗଣନା — Census