ଜନସାଧାରଣ Jana-Sādhāraṇa

  • ସଂ. ବି ( 6 ଷ୍ଠୀ ତତ୍; ଜନ+ସାଧାରଣ) — ସାଧାରଣ ବ୍ଯକ୍ତି — Ordinary man
  • ସଂ. ବି ( 6 ଷ୍ଠୀ ତତ୍; ଜନ+ସାଧାରଣ) — ସର୍ବସାଧାରଣ; ଆବାଳବୃଦ୍ଧବନିତା ସମସ୍ତେ — The public