ଜନରଞ୍ଜନ Jana-ran̄jana

  • ସଂ. ବିଣ (ଉପପଦ ତତ୍ପୁରୁଷ; ଜନ+ରଞ୍ଜନ) — ସର୍ବସାଧାରଣଙ୍କ ମନୋରଞ୍ଜନକାରୀ — Courting popularity; applauded by the people
  • ସଂ. ବିଣ (ଉପପଦ ତତ୍ପୁରୁଷ; ଜନ+ରଞ୍ଜନ) — ବିରଞ୍ଜନ ସେ ଜନରଞ୍ଜନ ରଥ ପୁନ ରାଜନ ସୁତ ଭରା ମହୀ ସେ। ଭଞ୍ଜ, ବୈଦେହୀଶବିଳାସ।
  • ବି ( 6 ଷ୍ଠୀ ତତ୍) — ଲୋକସାଧାରଣଙ୍କ ଚିତ୍ତହରଣ — Pleasing the populace