ଜନମିବା Janamibā

  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ଜାତହେବା; ଜନ୍ମଗ୍ରହଣ କରିବା — To be born
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ବିଶ୍ୱକର୍ମା ତାଙ୍କ ଗର୍ଭରୁ ଜନମିଲେ—କୃଷ୍ଣସିଂହ, ମହାଭାରତ, ଆଦି।
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — (ପ୍ରାଚୀନ ପଦ୍ଯ)— ଜନ୍ମ କରିବା — To give birth to
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ଗାନ୍ଧାରୀ ତ ମାଂସପିଣ୍ଡଳା ଜନମିଲେ—କୃଷ୍ଣସିଂହ, ମହାଭାରତ, ଆଦି।
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ଦେଖାଯିବା — To appear; to be seen
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ଘଟିବା — To happen
  • ଗ୍ରା. ଓ ପଦ୍ଯ (ସଂ. ଜନ୍ମ) — ଆରବ୍ଧ ହେବା — To begin