ଜନଲୋକ Jana-loka

  • ସଂ. ବି. — ହିନ୍ଦୁପୁରାଣ ମତରେ ସପ୍ତଭୁବନ ମଧ୍ୟରୁ ପଞ୍ଚମ ଭୁବନ — One of the 7 worlds according to the Hindu mythologies
  • ସଂ. ବି. — (ଦ୍ର—ସପ୍ତଲୋକ ଯଥା; ଭୁଃ, ଭିବଃ, ସ୍ୱଃ, ମହଃ, ତପଃ, ଓ ସତ୍ୟଂ)