ଜନମନୁଷ୍ୟ Jana-manushya

  • ଦେ. ବି (ଏକାର୍ଥକ ସହଚର ଶବ୍ଦ; ସଂ. ଜନ+ମନୁଷ୍ୟ) — କୌଣସି ଲୋକ; ଜଣେ ସୁଦ୍ଧା ଲୋକ — Even one person; a single individual
  • ଦେ. ବି (ଏକାର୍ଥକ ସହଚର ଶବ୍ଦ; ସଂ. ଜନ+ମନୁଷ୍ୟ) — (ଯଥା—ଏ ନିବିଡ଼ ଅରଣ୍ୟରେ ଜନ ମନୁଷ୍ୟ ନାହାନ୍ତି।)
  • ଦେ. ବି (ଏକାର୍ଥକ ସହଚର ଶବ୍ଦ; ସଂ. ଜନ+ମନୁଷ୍ୟ) — ସମଗ୍ର ମନୁଷ୍ୟଜାତି; ସମସ୍ତ ଲୋକ — Mankind; all people