ଜନପ୍ରବାଦ Jana prabāda

  • ସଂ. ବି. (ମ. ପ. ଲୋ; ଜନମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରବାଦ) — ଲୋକପ୍ରବାଦ; ଗୁଜ୍ଜବ; ଜନଶ୍ରୁତି — Rumour; a popular report
  • ସଂ. ବି. (ମ. ପ. ଲୋ; ଜନମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରବାଦ) — କିମ୍ବଦନ୍ତୀ — Tradition
  • ସଂ. ବି. (ମ. ପ. ଲୋ; ଜନମାନଙ୍କ ମଧ୍ୟରେ ପ୍ରଚଳିତ ପ୍ରବାଦ) — ଲୋକନିନ୍ଦା; ଲୋକପବାଦ — Public scandal