ଜନଦେବ Jana-deba
- ସଂ. ବି. ( 6 ଷ୍ଠୀ ତତ୍; ଜନ+ ଦେବ) — ରାଜା; ନରପତି (ହି. ଶବ୍ଦସାଗର) — king
- ସଂ. ବି. ( 6 ଷ୍ଠୀ ତତ୍; ଜନ+ ଦେବ) — (ନାମ) ମହାଭାରତୋକ୍ତ ମିଥିଳାର ଜଣେ ଜିଜ୍ଞାସୁ ରାଜା — Name of a king of Mithiḻā
- ସଂ. ବି. ( 6 ଷ୍ଠୀ ତତ୍; ଜନ+ ଦେବ) — [ଦ୍ର—ଏ ରାଜା ମହର୍ଷି ପଞ୍ଚଶିଖଙ୍କ ଉପଦେଶ ଗ୍ରହଣ କରି ମୋକ୍ଷ ପ୍ରାପ୍ତ ଦୋଇଥିଲେ—ହି. ଶବ୍ଦସାଗର।]