ଜନଚକ୍ଷୁଃ Jana-chakshuh

  • ସଂ. ବି. (ଜନ+ଚକ୍ଷୁଃ; 6 ଷ୍ଠୀ ତତ୍; ଏ ସଂସାରର ଲୋକ ମାନଙ୍କ ଚକ୍ଷୁଃସ୍ୱରୂପ ପ୍ରକାଶକ ଥିବାରୁ) — ସୂର୍ଯ୍ୟ — The sun