ଜନକପୁର Janaka-pura
- ସଂ. ବି — ମିଥିଳାର ପ୍ରାଚୀନ ରାଜଧାନୀ; ଜନକରାଜାଙ୍କ ରାଜଧାନୀ — The capital of king Janaka
- ସଂ. ବି — [ଦ୍ର— ଏହା ନେପାଳର ତରାଇ ପ୍ରଦେଶରେ ଅବସ୍ଥିତ ବୋଲି ପଣ୍ଡିତମାନେ ଅନୁମାନ କରନ୍ତି।]
- ଦେ. ବି — ପୁରୀ ଗୁଣ୍ଡିଚା ମନ୍ଦିରର ଅନ୍ୟନାମ — A name of the Guṇdichā-temple of Puri
- ଦେ. ବି — [ଦ୍ର— ଏଠାରେ ପ୍ରଥମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏହି ତିନି ମୂର୍ତ୍ତି ନିର୍ମିତ ହୋଇଥିଲା। ଜଗବନ୍ଧୁ—ପ୍ରାଚୀନ ଉତ୍କଳ।]