ଜନକତ୍ୱ Janakatwa

  • ସଂ. ବି. (ଜନକ+ଭାବର୍ଥେ ତ୍ୱ) — ଉତ୍ପାଦକତା; କାରଣତା — The state of being the producer or cause
  • ସଂ. ବି. (ଜନକ+ଭାବର୍ଥେ ତ୍ୱ) — ପିତୃତ୍ୱ; ସନ୍ତାନର ମାତାଙ୍କ ସ୍ୱାମିତ୍ୱ — Fatherhood of a child
  • ସଂ. ବି. (ଜନକ+ଭାବର୍ଥେ ତ୍ୱ) — ଉତ୍ପାଦନ ଶକ୍ତି — Productiveness