ଜନକ ତନୟା Janaka-tanayā

  • ସଂ. ବି. ସ୍ତ୍ରୀ. (ଜନକ+ତନୟା; 6 ଷ୍ଠୀ ତତ୍) — ବୈଦେହୀ; ସୀତା — Sītā, the foster-daughter of Janaka
  • ସଂ. ବି. ସ୍ତ୍ରୀ. (ଜନକ+ତନୟା; 6 ଷ୍ଠୀ ତତ୍) — (ଜନକକନ୍ୟା; ଜନକନନ୍ଦିନୀ; ଜନକସୁତା—ଅନ୍ଯରୂପ)