ଜଣେଜଣେ Jaṇe-jaṇe
- ଦେ. ଅ — ପ୍ରତ୍ୟେକ ବ୍ଯକ୍ତି; ବ୍ଯକ୍ତିଗତ ଭାବରେ; ଜଣ ଜଣ କରି — Individually
- ଦେ. ଅ — (ଯଥା—ଜଣେ ଜଣେ ହୋଇ ପାଞ୍ଚ କଥା କହିଲେ ମୁଁ ତହିଁକି ନାଚାର୍।)
- ଦେ. ଅ — ଜଣକ ପରେ ଜଣେ — One after the other
- ଦେ. ଅ — (ଯଥା—ଜଣେ ଜଣେ ହୋଇ ହାତ ପତାଅ, ନୋହିଲେ କାହାରିକୁ କୋରା ଦେବି ନାହିଁ।)