ଜଣାଶୁଣା Jaṇāṡuṇā
- ଦେ. ବି. (ସଂ. ଜ୍ଞା ଧାତୁ ଓ ଶ୍ରୁ ଧାତୁ) — ଘନିଷ୍ଠତା — Intimacy
- ଦେ. ବି. (ସଂ. ଜ୍ଞା ଧାତୁ ଓ ଶ୍ରୁ ଧାତୁ) — ଘନିଷ୍ଠ ପରିଚୟ — Intimate acquaintance
- ଦେ. ବିଣ — ସୁପରିଚିତ — Well acquainted
- ଦେ. ବିଣ — ସୁପରିଜ୍ଞାତ; ପ୍ରସିଦ୍ଧ — Well known; famous
- ଦେ. ବିଣ — ଦୁନିଆ ହାଟରେ ପଶି ହେଲି ମୁଁ ବଣା ଜଣାଶୁଣା ବାଟଘାଟ ସବୁ ଅଜଣା। ଭିକାରୀ, ଗୀତଲହରୀ।