ଜଣାବନ୍ତି Jaṇābanti

  • ଦେ. କ୍ରି. (ପ୍ରାଚୀନ) — [ଜଣାଇବା କ୍ରିୟାର ବର୍ତ୍ତମାନକାଳ ତୃତୀୟପୁରୁଷ ବହୁବଚନ (ସେମାନେ) କର୍ତ୍ତା ସଙ୍ଗେ ଅନ୍ୱିତ)]—(ବିକଳ୍ପରୂପ)—(ସେମାନେ) ଜଣାନ୍ତି; ଜ୍ଞାପନ କରନ୍ତି — (they) Intimate
  • ଦେ. କ୍ରି. (ପ୍ରାଚୀନ) — କର ଯୋଡ଼ି ଜଣାବନ୍ତି ରାମଚନ୍ଦ୍ର ଦାସ। ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା।