ଜଣାନନ୍ଦ Jaṇānanda
- ଦେ. ବି. (ପ୍ରାଚୀନ) (ସଂ. ଜ୍ଞନାନନ୍ଦ) — ପରମାତ୍ମା — The Divine Essence
- ଦେ. ବି. (ପ୍ରାଚୀନ) (ସଂ. ଜ୍ଞନାନନ୍ଦ) — ଜୀବାତ୍ମା — The animal soul
- ଦେ. ବି. (ପ୍ରାଚୀନ) (ସଂ. ଜ୍ଞନାନନ୍ଦ) — ଜ୍ଞାନଲାଭଦ୍ୱାରା ଆନନ୍ଦ ଲାଭ କରିବା ପୁରୁଷ — A person who attains pleasure in securing khowledge
- ଦେ. ବି. (ପ୍ରାଚୀନ) (ସଂ. ଜ୍ଞନାନନ୍ଦ) — ଠୁଳରୂପୀ ବିଷ୍ଣୁ କି ପାଇବ ଜଣାନନ୍ଦ। ପ୍ରାଚୀ, ବ୍ରହ୍ମନିରୂପଣଗୀତା।