ଜଣାଣ କରିବା Jaṇāṇa karibā

  • ଦେ. କ୍ରି — ଦେବତା ବ ରାଜା ଆଦିଙ୍କୁ କୌଣସି ବିଷୟ ଜଣାଇବା — To represent a matter to a king or Deity
  • ଦେ. କ୍ରି — ଜଣାଣ କର ମା ବିଭୁଚରଣେ ମଧୁସୂଦନ।