ଜଣାଜଣି Jaṇājaṇi
- ଦେ. ବିଣ — ସାଧାରଣରେ ଜ୍ଞାତ — Known commonly
- ଦେ. ବିଣ — ପରସ୍ପର ଚିହ୍ନାଚିହ୍ନି — Mutually recognising
- ଦେ. ବିଣ — ଏହି କାଳରେ ବାବୁ ପୁଅ ସଖା ମିତ୍ର ଜଣାଜଣି ନୋହି କମ୍ପାଇ କ୍ରୋଧେ ଗାତ୍ର—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
- ଦେ. ବି — ପରସ୍ପର ଚିହ୍ନାଚିହ୍ନି ହେବା — Mutual recognition
- ଦେ. ବି — ରାଜାଆଦିଙ୍କୁ କୌଣସି ବିଷୟର ଜ୍ଞାପନ — Information given to an authority