ଜଣା କରିବା Jaṇā Karibā

  • ପ୍ରାଦେ (ଗଡ଼ଜାତ; ଗଞ୍ଜାମ) କ୍ରି — ଜଣାଇବା (ଦେଖ) — Jaṇāibā (See)
  • ପ୍ରାଦେ (ଗଡ଼ଜାତ; ଗଞ୍ଜାମ) କ୍ରି — ପ୍ରଣମି ବିନୟେ ଜଣାକଲେ ଏ ଗିରକୁ—ତୁଳସୀ, ବିକ୍ରମ ରାମାୟଣ, ଆଦି।