ଜଣକେ Jaṇake

  • ଦେ. ଅ — ଜଣେ ଜଣେ; ପ୍ରତ୍ୟେକେ — Each
  • ଦେ. ଅ — ଜଣପିଛା ଜଣପ୍ରତି — To each; for each
  • ଦେ. ଅ — ଜଣକେ ବର ଦେଲେ ଯୋଡ଼ିଏ ଯୋଡ଼ିଏ। କୃଷ୍ଣସିଂହ, ମହାଭାରତ, ବନ।