ଜଠରାଗ୍ନି Jaṭharāgni
- ସଂ. ବି (ଜଠର+ଅଗ୍ନି, 6 ଷ୍ଠୀ ତତ୍) — ଖାଦ୍ୟଦ୍ରବ୍ୟକୁ ପରିପାକ କରିବାର ଶକ୍ତି; ଭୁକ୍ତ ଦ୍ରବ୍ୟକୁ ଜୀର୍ଣ୍ଣ କରିବା ନିମନ୍ତେ ଉଦରରେ ଜାତ ରସ — The digestive fire of the belly; the gastric juice; the gastric heat
- ସଂ. ବି (ଜଠର+ଅଗ୍ନି, 6 ଷ୍ଠୀ ତତ୍) — କ୍ଷୁଧା — Hunger