ଜଠରଜ୍ୱାଳା Jaṭharajwālā

  • ସଂ. ବି (ଜଠର+ଜ୍ୱାଳା, 6 ଷ୍ଠୀ ବା 7 ମୀ ତତ୍) — ବିଶେଷ କ୍ଷୁଧାର ଉଦ୍ରେକ, କ୍ଷୁଧାଜନିତ ଯନ୍ତ୍ରଣା; ପେଟ ମୋଡ଼ିବା — A burning pain in the stomach due to hunger