ଜଟିଆ Jaṭiā
- ଦେ. ବିଣ. ପୁଂ—(ସଂ. ଜଟିଳ) — ଜଟାଧାରୀ — Having matted locks; wearing matted hair
- ଦେ. ବିଣ. ପୁଂ—(ସଂ. ଜଟିଳ) — ଗୋଳମାଳିଆ; ଜଟିଳ — Knotty
- ଦେ. ବିଣ. ପୁଂ—(ସଂ. ଜଟିଳ) — ପୁରୀ ଜିଲ୍ଲାର ଚିଲିକାକୂଳସ୍ଥ ପର୍ବତବିଶେଷ — A hill near the chilkā lake in Puri district
- ଦେ. ବିଣ. ପୁଂ—(ସଂ. ଜଟିଳ) — ସୁଶ୍ୟାମଳ ଗୁଳ୍ମଜଟିଳ ଜଟିଆ ତୀରୁ ନୀରେ ଯାଇ ହୋଇଅଛି ଠିଆ—ରାଧାନାଥ, ଚିଲିକା।
- ଦେ. ବିଣ. ପୁଂ—(ସଂ. ଜଟିଳ) — ମହାଦେବ — God Ṡiba