ଜଟାଇବା Jaṭāibā

  • ଦେ. କ୍ରି — ଭଣ୍ଡିବ; ଅସଲ ବା ପ୍ରାର୍ଥିତ ବସ୍ତୁ ନ ଦେଇ ଅନ୍ଯ ବସ୍ତୁ ଦେଇ ଭୁଲାଇବା — To deceive by giving some thing in lieu of the genuine or wished for thing
  • ଦେ. କ୍ରି — ପ୍ରତାରଣା କରିବା; ଠକାଇବା
  • ଦେ. କ୍ରି — ସୁହୃଦମାନେ ଧୃତରାଷ୍ଟ୍ରେ ମିଛ କହି ନେଉ ନାହାନ୍ତି ତ ଧନକୁ ସେ ଜଟାଇ—କୃଷ୍ଣସିଂହ, ମହାଭରତ, ଉଦ୍ଯୋଗ।