ଜଟାଧର Jaṭādhara
- ସଂ. ବିଣ. ପୁଂ. (ଜଟା+ଧୃ ଧାତୁ +କତ୍ତୃ. ଅ) — ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted locks on the head
- ବି — ମହାଦେବ — Ṡiba
- ବି — ବୁଦ୍ଧ ବିଶେଷ — One of the Buddha
- ବି — କୋଷକାରବିଶେଷ — Name of a sanskrit lexicographer
- ବି — ଦେଶବିଶେଷ — Name of a country