ଜଟା Jatā

  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ବାବାଜୀଙ୍କର ସଂହତ କେଶ — The matted lock of hair being of an asctic or devotee
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଅଯତ୍ନବର୍ଦ୍ଧିତ ଗୁଚ୍ଛାକାର କେଶଦାମ — Clotted hair (due to the hair being neglected)
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଅରଣା ମଇଁଷି, ଘୋଡ଼ା ଓ ସିଂହର ବେକ ଓ ମୁଣ୍ଡ ଉପରର ବାଳ — The manes of a lion, horse or bison
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଜଟ ପରି ହୋଇଥିବା ଫୁଲ ଓ କଢ଼ — Matted or tufted flower
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — (ଯଥା—ଗଞ୍ଜେଇଜଟା, ତୁଳସୀଜଟା।)
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ବରଗଛର ଅବରୋହ ବା ଓହଳ — Aerial root of a banyan tree
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ବହ ବୋଲି ଜଟା ତୁମ୍ଭେ ମୁଁ ବହିଛି ସତ—ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଅଣ୍ଡିରା ତାଳଗଛରୁ ବାହାରିବା ଜଟାର ଫୁଲ — Long stalks of flowers coming out from male palm trees
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଈଶ୍ୱରଜଟା ଫୁଲ — A kind of red tufted flower; cock's comb; the catkin of celosia crestats
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ଶଟୀ; ହଳଦୀଜାତୀୟ ଗୁଳ୍ମବିଶେଷ — Zingiber zedoaria
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — ବେଦପାଠବିଶେଷ — A kind of chanting of the Vedic hymns
  • ସଂ. ବି. ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଆ) — କପିକଚ୍ଛୁ; ବାଇଡଙ୍କ — Cowhage