ଜଜ୍ମୌଲବୀ Jajma̲u̲labī
- ଦେ. ବି. (ଇଂ. ଜଜ୍+ଫା. ମୌଲବୀ) — ଇଂରାଜମାନେ ପ୍ରଥମେ ଭାରତରେ ରାଜ୍ୟସ୍ଥାପନ କରିବା ସମୟରେ ଜଜ୍ମାନଙ୍କୁ ମୁସଲମାନ ଶାସ୍ତ୍ର ସମ୍ବନ୍ଧୀୟ ଜଟିଳ ପ୍ରଶ୍ନର ମୀମାଂସା ନିମନ୍ତେ, ପରାମର୍ଶ ଦେବା କାରଣ ନିଯୁକ୍ତ ମୁସଲମାନଶାସ୍ତ୍ରଜ୍ଞ ମୌଲବୀ — Judge-moulvy; a person versed in Mahomedan law attached formerly to the courts of civil judges to help them with advice on questions of Mahomedan law