ଜଜ୍ପଣ୍ଡିତ Jaj paṇḍita
- ଦେ. ବି. (ଇଂ. ଜଜ୍+ସଂ. ପଣ୍ଡିତ) — ଇଂରାଜମାନେ ପ୍ରଥମେ ଭାରତବର୍ଷ ଅଧିକାର କରିବା ସମୟରେ ଇଂରାଜ ବିଚାରପତି ବା ଜଜ୍ମାନଙ୍କୁ ହିନ୍ଦୁଶାସ୍ତ୍ର ସମ୍ବନ୍ଧୀୟ ଜଟିଳ ପ୍ରଶ୍ନର ମୀମାଂସା ନିମନ୍ତେ ସାହାଯ୍ୟ ଓ ପରାମର୍ଶ ଦେବା ନିମନ୍ତେ ନିଯୁକ୍ତ ସଂସ୍କୁତ ସ୍ମୃତିଶାସ୍ତ୍ରଜ୍ଞ ପଣ୍ଡିତ — Paṇḍits formerly attached to the courts of Civil Judges to help the Judges with opinions and advice on questions of Hindu Law; Judge Pandit