ଜଙ୍ଘାବୃତ୍ତି Jaṅghābṛutti

  • ସଂ. ବି — ଚାଲି କରି ଯିବା ଆସିବାର ବ୍ଯବସାୟ — Pedestrianism
  • ସଂ. ବି — ଦୌଡ଼ି କରି ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଯିବାର ଚାକିରି — The office of a courier or runner