ଜଙ୍ଘାକରିକ Jaṅghākarika

  • ସଂ. ବି (ଜଙ୍ଘା+କର=ଶୁଳ୍କ+ଗ୍ରହଣାର୍ଥେ ଇକ) — ଧାବକ; ଯେ ଦ୍ରୁତବେଗର ଗମନ କରେ; ଧାଉଡ଼ିଆ ପାଇକ — Courier; a swift runner
  • ସଂ. ବି (ଜଙ୍ଘା+କର=ଶୁଳ୍କ+ଗ୍ରହଣାର୍ଥେ ଇକ) — ମୃଗବିଶେଷ — A stag