ଜଘନଫଳା Jaghanaphaḻā

  • ସଂ. ବି. (ଜଘନରେ ବା ଗଛର କାଣ୍ଡରେ ଫଳ ଧରିବାରୁ) — ଡିମିରି (ଦେଖ) — Dimiri (See)
  • ସଂ. ବି. (ଜଘନରେ ବା ଗଛର କାଣ୍ଡରେ ଫଳ ଧରିବାରୁ) — କାକମାଚି (ଦେଖ) — Kākamāchi (See)