ଜଘ୍ନି Jaghni

  • ସଂ. ବି. (ହନ ଧାତୁ+କର୍ତ୍ତୃ. ଇ) — ବଧକାରୀ; ଘାତକ (ହି. ଶବ୍ଦସାଗର) — An assassin
  • ସଂ. ବି. (ହନ ଧାତୁ+କର୍ତ୍ତୃ. ଇ) — (+ କରଣ. ଇ)—ଯେଉଁ ଅସ୍ତ୍ରଦ୍ୱାରା ବଧ କରାଯାଏ (ହି. ଶବ୍ଦସାଗର) — The instrument with which killing is done