ଜଘନଚପଳା Jaghanachapaḻā
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) — ଅସତୀ; ନଷ୍ଟଚରିତ୍ରା; କୁଳଟା — An unchaste woman; adulteress
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) — ନର୍ତ୍ତକୀ — A dancing girl
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) — କାମୁକୀ ସ୍ତ୍ରୀ. (ହି. ଶବ୍ଦସାଗର) — Lustful woman
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) — ସଂସ୍କୃତ ଆର୍ଯ୍ୟାଛନ୍ଦର 16 ଭେଦ ମଧ୍ୟରୁ ଏକତମ (ହି. ଶବ୍ଦସାଗର) — ସଂସ୍କୃତ ଆର୍ଯ୍ୟାଛନ୍ଦର16ଭେଦ ମଧ୍ୟରୁ ଏକତମ (ହି. ଶବ୍ଦସାଗର)—. One of the 16 varieties of the Sanscrit metre Ārj̄yā
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଜଘନ+ଚପଳା+ସ୍ତ୍ରୀ. ଆ) — [ଦ୍ର— ଏ ଛନ୍ଦର ପ୍ରଥମାର୍ଦ୍ଧ ଆର୍ଯ୍ୟାଛନ୍ଦର ପ୍ରଥମାର୍ଦ୍ଧ ପରି ଓ ଦ୍ୱିତୀୟାର୍ଦ୍ଧ ଚପଳା ଛାନ୍ଦର ଦ୍ୱିତୀୟାର୍ଦ୍ଧ ପରି ରଚିତ।]