ଜଗାରଖା Jagārakhā

  • ଦେ. ବି. (ସହଚର) — ସତର୍କତା ସହିତ କୌଣସି ବସ୍ତୁର ରକ୍ଷଣ ବା ତତ୍ପ୍ରତି ଦୃଷ୍ଟି ଦେବା — Keeping watch over a thing
  • ଦେ. ବି. (ସହଚର) — ସମ୍ପତ୍ତିର ରକ୍ଷଣାବେକ୍ଷଣ — Preservation or management or supervision of a property