ଜଗାଦ୍ଧାତା Jagaddhātā

  • ସଂ. ବି. ପୁଂ (ଜଗତ୍+ଧାତୃ 1 ମା. 1 ବ. ଉପପଦ ସମାସ) — ଶିବ — God Ṡiba
  • ସଂ. ବି. ପୁଂ (ଜଗତ୍+ଧାତୃ 1 ମା. 1 ବ. ଉପପଦ ସମାସ) — ବ୍ରହ୍ମା (ହି. ଶବ୍ଦସାଗର) — God Brahmā
  • ସଂ. ବି. ପୁଂ (ଜଗତ୍+ଧାତୃ 1 ମା. 1 ବ. ଉପପଦ ସମାସ) — ବିଷ୍ଣୁ (ହି. ଶବ୍ଦସାଗର) — God Bishṇu