ଜଗନ୍ନାଥବଲ୍ଲଭ Jagannāthaballabha
- ଦେ. ବି — ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗୁଥିବା ଏକପ୍ରକାର ମିଷ୍ଟାନ୍ନ — A kind of sweetmeat offered to Lord Jagannātha at Purī
- ଦେ. ବି — (ନାମ) ପୁରୀର ଗୋଟିଏ ପ୍ରସିଦ୍ଧ ମଠ — A religious institution (Maṭha) at Purī
- ଦେ. ବି — [ଦ୍ର—ଏ ମଠ ସଂଲଗ୍ନ ବଗିଚାକୁ ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ବିଜେ କରନ୍ତି। ଏହି ମଠର ସମ୍ପତ୍ତି ଓ ଏଥିରେ ପ୍ରତିଷ୍ଠିତ ଦେବତାମାନଙ୍କ ସେବା ଆଦି କଟକର ଜଜ ସାହେବଙ୍କ ନିଯୁକ୍ତ ଦେବତ୍ର କମିଟି ବୁଝାସୁଝା କରନ୍ତି।]