ଜଗଦ୍ଯୋନି Jagadj̄oni

  • ସଂ. ବି. ପୁଂ (ଜଗତ୍+ଯୋନି; ଉତ୍ପତ୍ତିସ୍ଥାନ, 6 ଷ୍ଠୀ ତତ୍) — ଈଶ୍ୱର — God
  • ସଂ. ବି. ପୁଂ (ଜଗତ୍+ଯୋନି; ଉତ୍ପତ୍ତିସ୍ଥାନ, 6 ଷ୍ଠୀ ତତ୍) — ବ୍ରହ୍ମା, ବିଷ୍ଣୁ, ଶିବ — The Hindu trinity
  • ସ୍ତ୍ରୀ. — ପୃଥିବୀ — The earth